A flower with 4 petals
Friday, 12 June 2026
ପ୍ରାଣ ସଖିରେ କୃଷ୍ଣଙ୍କୁ ଚାହିଁବାକୁ
ପ୍ରାଣ ସଖିରେ କୃଷ୍ଣଙ୍କୁ ଚାହିଁବାକୁ ମୋତେ କହନା କୃଷ୍ଣ କୃଷ୍ଣ କୃଷ୍ଣ ମହନୀ ନାମକୁ ତୁଣ୍ଡରେ ନିଆନା ପ୍ରାଣ ସଖିରେ ଚକ୍ଷୁ କର୍ଣ୍ଣ ଦ୍ୱାରରେ ତୁ ଥୋଇଥିବୁ ହୃଦୟ କମଳରେ ବସିବେ କରି ଅନେକ ବାହାନା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment