Friday, 12 June 2026

ତୁମ ଭିତରେ ମୋର ଭଳି ଅଶେଷ

ତୁମ ଭିତରେ ମୋର ଭଳି ଅଶେଷ ନଦୀ ଶାଖା ନଦୀ ଉପନଦୀ ସମୁଦ୍ର ହୃଦୟ ପଦ୍ମ କେଶରରେ ଛନ୍ଦା ପାଦ ଏକଇ ବ୍ରହ୍ମ ନ ଭେଟି ହେଲି ଦରିଦ୍ର

No comments:

Post a Comment