Tuesday, 9 June 2026

ହଳଦୀ ମୁଖି ସୁଭଦ୍ରା ଗୋ କାଳିଆ ଭାଇ କେଉଁଠି

ହଳଦୀ ମୁଖି ସୁଭଦ୍ରା ଗୋ କାଳିଆ ଭାଇ କେଉଁଠି ମାଆ ମହାଲକ୍ଷ୍ମୀ ଦେଇଛନ୍ତି ମୋରି ହାତରେ ଚିଠି ଚିଠି ଦେଇ ଅଭୟ ଛନ୍ଦା ପାଦରେ ଶରଣ ପଶିବି ମା ସାଆନ୍ତାଣୀ କହିଛନ୍ତି କରିବାକୁ ବୈକୁଣ୍ଠ ପାଇଟି

No comments:

Post a Comment