Tuesday, 9 June 2026

କୃଷ୍ଣ ଧରା ନ ଦେଲେ ବୋଲି

କୃଷ୍ଣ ଧରା ନ ଦେଲେ ବୋଲି କାହାକୁ କହିବି କାହାକୁ କହିବି କାହିଁକି ହୋଇଲେ ଅଧାଗଢା ସବୁ ଏଠି ପରବାସୀ ଅଢେଇ ଦିନକୁ କୁଣିଆ ଧନୀ ଗରିବ ମଧ୍ୟବିତ୍ତ ସବୁ ଏଠି ଘର ଭଡା

No comments:

Post a Comment