Monday, 15 June 2026

ଆବାହନ ମନ୍ତ୍ର କେବେ ଯାଚି ଦେଲେ

ଆବାହନ ମନ୍ତ୍ର କେବେ ଯାଚି ଦେଲେ କେବେ ମନ ନ ବଳାଇବି ବିସର୍ଜନେ ଗୋବିନ୍ଦ ତୋ ଛନ୍ଦା ଚରଣ ସେବୁଥିବି ସଦା ଧ୍ୟାନ ଧାରଣା ସମାଧି ପଦ୍ମାସନେ

No comments:

Post a Comment