Monday, 15 June 2026

ଆହାଃ କେଡେ ଉଦାର ଲକ୍ଷ୍ମୀ ହୃଦୟ

ଆହାଃ କେଡେ ଉଦାର ଲକ୍ଷ୍ମୀ ହୃଦୟ ନିଵାସୀ ମୋର ମନ ମାଗିଥିବା ଛନ୍ଦା ଚରଣରେ ଭକ୍ତି କମଳ ମଧୁର ଆଖି ପତା ଢାଳି ଚାହିଁଦେଲେ ଚକାଡୋଳା ଅଭେଦ୍ୟ ମାୟାରୁ ପାଇବା ମୁକ୍ତି

No comments:

Post a Comment