Sunday, 14 June 2026

ବଡ ଭାବର ଦିଅଁ ଜଗନ୍ନାଥ କମଳା କାନ୍ତ

ବଡ ଭାବଗ୍ରାହୀ ତୁମ୍ଭେ ହେ ଚକାଡୋଳା ଜଗନ୍ନାଥ ମୁହିଁ ଦିନ ମଜୁରିଆଟିଏ ମୁହିଁ ବଡ଼ ଅଭାବୀ ଲୋକ ଯାହା ମିଳଇ କର୍ମ ଫଳ କିଛି ଶ୍ରଦ୍ଧାରେ ବାଢିଦିଏ ନ ଭୁଞ୍ଜି ବେଶୀ ଭାବ ଅପେକ୍ଷାରେ ମାରୁଛ ଭୋକ

No comments:

Post a Comment