Sunday, 14 June 2026

ସୁଖ ଦୁଃଖ ମୋତେ ଯାହା ବି ମିଳେ ହେ ଗୋବିନ୍ଦ

ସୁଖ ଦୁଃଖ ମୋତେ ଯାହା ବି ମିଳେ ହେ ଗୋବିନ୍ଦ ମୁହିଁ ମୁଠାଏ ଖାଏ ଆଉ ଭାବରେ ତୋତେ ବାଢେ ନବଧା ଭକ୍ତିରୁ ଗୋଟିଏ ବି ମୋର ପାଖରେ ନାହିଁ ଆହୁରି ବେଶି ଭାବ ପାଇଁକି ଡୋଳା ତୋର ବଢେ

No comments:

Post a Comment