Monday, 8 June 2026

କୃଷ୍ଣ କୃଷ୍ଣ କୃଷ୍ଣ ଉଚ୍ଚରେ ଡାକ ଲୋ ପ୍ରାଣ ଶାରୀ

କୃଷ୍ଣ କୃଷ୍ଣ କୃଷ୍ଣ ଉଚ୍ଚରେ ଡାକ ଲୋ ପ୍ରାଣ ଶାରୀ ବ୍ରହ୍ମଦାରୁ ଅଧାଗଢାଙ୍କର ନାହିଁ ପାଦ ଚରଣ କାନ ରାମ ରାମ ରାମ ଉଚ୍ଚରେ ଡାକ ଲୋ ପ୍ରାଣ ଶାରୀ କିଏ ଅଛି ଏମିତି ସଂସାରେ ୟାଙ୍କୁ ନ ଦେଇଛି ମନ

No comments:

Post a Comment