Monday, 8 June 2026

ବ୍ରହ୍ମଦାରୁ ଚକାଡୋଳାଙ୍କ ଡୋଳାରେ ଡୋଳା ଢ଼ାଳିଲେ

ବ୍ରହ୍ମଦାରୁ ଚକାଡୋଳାଙ୍କ ଡୋଳାରେ ଡୋଳା ଢ଼ାଳିଲେ ଗୋବିନ୍ଦ ଦାମୋଦର ମାଧବ ରୂପରୁ ଫେରି ଆସେନା ପରମ କରୁଣାମୟୀ ମହାଲକ୍ଷ୍ମୀଙ୍କ କରାଞ୍ଜୁଳିରେ ପାଦ ଥରୁଟିଏ ଛୁଇଁଦେଲେ ରାମର ପୁରିବ ପରମ ବାସନା

No comments:

Post a Comment