Tuesday, 16 June 2026

ଏହି ମୋ ଆତ୍ମା ସମ୍ପୂର୍ଣ ରହିଗଲା ତୁମରି ଠାରେ

ଏହି ମୋ ଆତ୍ମା ସମ୍ପୂର୍ଣ ରହିଗଲା ତୁମରି ଠାରେ ମହାବାହୁ କେବେ ଆସିବ ତୁମେ ଆମରି ଘରେ ଛନ୍ଦା ପାଦ ପଖାଳିବି ଆଖିର ସବୁ ଲୁହକୁ ଢାଳି ହେ ଚକାଡୋଳା ଦୟାକରି ମୋତେ ଚାଁହ ଥରେ

No comments:

Post a Comment