Tuesday, 16 June 2026

ତୁମେ ମୋ କଥା ଭାବୁଛ କି ନାହିଁ ହେ ଚକାଡୋଳା

ତୁମେ ମୋ କଥା ଭାବୁଛ କି ନାହିଁ ହେ ଚକାଡୋଳା ତୁମ ଲୀଳା ସଦା ମୋର ଘରେ ଚର୍ଚ୍ଚା ସବୁଠୁଁ ବେଶି ଏହି ଚାରି ଦଉଡି କଟାର ଆଉ କିଏ ଅଛି ମହାବାହୁ ଆତ୍ମା କମଳ ଛନ୍ଦା ଚରଣକୁ ଚାହିଁ ଦିନ ଗଣୁଛି ବସି

No comments:

Post a Comment