Saturday, 13 June 2026

ଏଡ଼େ ମଧୁରେ ମଧୁରେ ଆଜି

ଏଡ଼େ ମଧୁରେ ମଧୁରେ ଆଜି କାହିଁକି ତୁ ବାଜୁରେ ବଂଶୀ ସତେ ଆସିବେ କି ଅଭାଗା ପୁରକୁ ବନମାଳୀ ବାସୁଦେବ ଏଡ଼େ ମଧୁରେ ମଧୁରେ ଆଜି କାହିଁକି ତୁ ବାଜୁରେ ବଂଶୀ ହୃଦ କମଳ କଢିକି ପାଖୁଡା ଖୋଲି ଛନ୍ଦା ଚରଣ ଚୁମିବ

No comments:

Post a Comment