A flower with 4 petals
Saturday, 13 June 2026
ଯେଉଁ ପାଦ ଲାଗି ତରିଗଲା
ଯେଉଁ ପାଦ ଲାଗି ତରିଗଲା ଅଭିଶପ୍ତ ଗୌତମ ନାରୀ ହେ ହରି ହେ କୃଷ୍ଣ ସେହି ଅଭୟ ପାଦକୁ ରାମଟି ମରୁଛି ଝୁରି ଦିବସ ନିଶି ଅସହାୟ ଅନ୍ଧ ଭୀମକୁ ଯେଉଁ ପାଦଟି ହୋଇଥିଲା କୂପରେ ଶିଡ଼ି ଵିଵସ୍ତ୍ର ପାଞ୍ଚାଳୀ ସମାବସ୍ଥା ବେଗେ ଉଦ୍ଧର ରୁକ୍ମଣୀ ହୃଦୟ ଶଶୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment