Monday, 8 June 2026

ଜ୍ଞାତ ଅଜ୍ଞାତରେ ଯାହା କରେ

ଜ୍ଞାତ ଅଜ୍ଞାତରେ ଯାହା କରେ ଏହି ପାମର ରାମ ସଦା ସର୍ବଦା ଥାଉ ଚକାଡୋଳାଙ୍କର ଅମୃତ ଦୃଷ୍ଟି ରୁକ୍ମଣୀ ପ୍ରାଣ ଅର୍ଜୁନ ସଖାଙ୍କ ଚରଣେ ଆତ୍ମା ଥାଉ ରାମ ସର୍ବ କର୍ମ ଫଳରେ ହେଉଥାଉ ସୁଧା ପୁଷ୍ଟି

No comments:

Post a Comment