Tuesday, 7 January 2025

ଆକାଶ ଭୂମି ଜଳ ଅଗ୍ନି ବାୟୁ ପଞ୍ଚ ଭୁତ କେଡେ ନିର୍ଲଜ

ଆକାଶ ଭୂମି ଜଳ ଅଗ୍ନି ବାୟୁ ପଞ୍ଚ ଭୁତ କେଡେ ନିର୍ଲଜ ହେ ଗୋବିନ୍ଦ ହେ ମାଧବ ଏମାନଙ୍କୁ କେମିତି ଯେ ଗଢ଼ ଏକାନ୍ତ କୋଳାହଳ ଆବୃତ ଅନାବୃତ ଆଲିଙ୍ଗନ କଲେ ହେ କୃଷ୍ଣ ହେ ମାଧବ ଜୀବ ପରମ ବନ୍ଧନ କେତେ ଦୃଢ଼

No comments:

Post a Comment