Tuesday, 7 January 2025

ସଂସାରୀ ହୋଇ ତୋତେ ହୃଦୟ ବିକିଲି

ସଂସାରୀ ହୋଇ ତୋତେ ମୁହିଁ ହୃଦୟ ବିକିଲି ଗୋବିନ୍ଦ ହେ ପଡିଆ ପଡିଲା ମୋ ବାଡ଼ି ବୃତ୍ତି ମୋ ସଂସାର ଲାଗିଲା ତୋତେ ହେ ଗୋବିନ୍ଦ ସଦା ଆଖିରେ ରହିବୁ କେବେ ନ କହିବୁ ଇତି 🙏🙏🙏

No comments:

Post a Comment