Sunday, 6 April 2025

ଏମିତି କରୁଣା ବିଗ୍ରହ କାହିଁ ନ ଦେଖିଲି ସାଇ ହେ

ଏମିତି କରୁଣା ବିଗ୍ରହ କାହିଁ ନ ଦେଖିଲି ସାଇ ହେ ଦୁଃଖୀ ଭଉଣୀ ଡାକକୁ ପିତା ସମ କର୍ଣ୍ଣ ପାରିଥାଉ ବାପା ଡାକଦେଲେ ପ୍ରଶାନ୍ତି ନିଳୟ ଛାଡି ଆସିଥିଲୁ ମୁହିଁ ଏକ ନୁହେଁ ହେ ଦୀନନାଥ ଅଶେଷ ତାରିଥାଉ

No comments:

Post a Comment