Sunday, 6 April 2025

ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ

ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଜୟ ଗୋବିନ୍ଦ ହରେ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଜୟ ଗୋପାଳ ହରେ ହେ ଦୀନ ନାଥ ଅଖିଳ ନାଥ ଲୋକ ନନ୍ଦୀ ଘୋଷ ଶୋଭା ଶଶୀ ନୟନ ନୟନରେ ମିଳିଲେ ନଦୀ ମିଶେ ସାଗରରେ ପ୍ରାଣ ଭରେ

No comments:

Post a Comment