Sunday, 6 April 2025

ପ୍ରବୃତି ପଥରେ ପ୍ରଖର ବୁଦ୍ଧି ଚଳିଗଲା

ପ୍ରବୃତି ପଥରେ ପ୍ରଖର ବୁଦ୍ଧି ଚଳିଗଲା ଆଧାର ପତ୍ର ହୋଇଲା ସ୍ୱରୂପର ସଜ୍ଞା ନିବୃତ୍ତି ପଥେ ଚଳିଲେ ଶ୍ରୀରାମଙ୍କ ଦୂତ ସେତୁବନ୍ଧ ଗୁଣ୍ଡୁଚି ମୂଷା ଲଭିଲା ପ୍ରଜ୍ଞା

No comments:

Post a Comment