Sunday, 6 April 2025

ନିଜ ଜନନୀ ପାଦ ସେବା ପୂଣ୍ୟ ନାହିଁ ମୋର

ନିଜ ଜନନୀ ପାଦ ସେବା ପୂଣ୍ୟ ନାହିଁ ମୋର ମାଆ ଦୁର୍ଗା କି ଅର୍ପଣ କରିବି କମଳ ପାଦରେ ମାଆ ଦୁର୍ଗା ମୁହିଁ ମା ଛେଉଣ୍ଡ ତୋତେ ସ୍ମରେ କୃପା କର ମା ମନ ମୋ କୃଷ୍ଣ ବଂଶୀ ନାଦରେ

No comments:

Post a Comment