Sunday, 8 June 2025

ବୈଷ୍ଣବ ଦୁଆରେ ଦେଇ ଯାଆନା ପ୍ରାଣ ସହିରେ

ବୈଷ୍ଣବ ଦୁଆରେ ଦେଇ ଯାଆନା ପ୍ରାଣ ସହିରେ ଅପଲକ ଚକାଡୋଳା କେବେ ତୁ ନ ପାରିବୁ ଖସି ତୋ ନାମ ଧରି ମୋହନ ବଂଶୀ ବଜାଇ ଡ଼ାକିବେ ଅବଶ୍ୟ ଚିତ୍ତକୁ ମୋହିବେ ନିର୍ଜନରେ ଝୁରିବୁ ବସି

No comments:

Post a Comment