Wednesday, 11 June 2025

ସ୍ଥୁଳରେ ତୁମ୍ଭେ ବିଶ୍ୱ ବିଶ୍ୱେଶ୍ୱର ହେ ଅର୍ଜୁନ ସଖା

ସ୍ଥୁଳରେ ବିଶ୍ୱ ବିଶ୍ୱେଶ୍ୱର ହେ ଅର୍ଜୁନ ସଖା ସୂକ୍ଷ୍ମରେ ଅଣୁ ରେଣୁକୁ ବାନ୍ଧୁଥିବା ନିର୍ମଳ ପ୍ରେମ ଗୁଣରେ ତୁମ୍ଭେ ଦୃଶ୍ୟ ଅଦୃଶ୍ୟ ହେ ଲୀଳାନିଧି ନିର୍ଗୁଣରେ ତୁମ୍ଭେ ଦାରୁବ୍ରହ୍ମ ଆଦିକନ୍ଦ ପୂର୍ଣ୍ଣବ୍ରହ୍ମ

No comments:

Post a Comment