Wednesday, 11 June 2025

କମଳା ସେବିତ ପାଦକୁ ସିନା ମୁହିଁ ଅଯୋଗ୍ୟ ହେଲି

କମଳା ସେବିତ ପାଦକୁ ସିନା ମୁହିଁ ଅଯୋଗ୍ୟ ହେଲି ହେ ଦୀନବନ୍ଧୁ ମୋତେ ବୈଷ୍ଣବ ଦୁଆରେ ଦିଅ ଆଶ୍ରା ହେ ଅତି ଉଦାର ଚକାଡୋଳା ଅପଲକ ଆନନ୍ଦ କନ୍ଦ ହେ ଛନ୍ଦା ଚରଣ ଦେଖିବି ନ କରୁ କି କରୁଣା ବର୍ଷା

No comments:

Post a Comment