Sunday, 8 June 2025

ସିଂହ ପଞ୍ଝା ସିଂହ ଦାନ୍ତ ହୁଏ କମଳ ପାଖୁଡା କୋମଳ

ସିଂହ ପଞ୍ଝା ସିଂହ ଦାନ୍ତ ହୁଏ କମଳ ପାଖୁଡା କୋମଳ ସିଂହ ଶାବକ ସହ ବାତ୍ସଲ୍ୟ ଭକ୍ତିରେ ହେଲେ ଭୋଳ ତେସନେ ହରି ଆତ୍ମା ହରି ବ୍ରହ୍ମ ଖେଳୁଥାଏ ଅଖିଳରେ କାହା ଅନିଷ୍ଟ ନ ଚିନ୍ତ ସକଳ ଭୂତରେ ଗୋପାଳ ବାଳ

No comments:

Post a Comment