Thursday, 12 June 2025

କୃଷ୍ଣ ନାମ ଗୋଟିକ ଏତେ ମିଠା

କୃଷ୍ଣ ନାମ ଗୋଟିକ ଏତେ ମିଠା ଜପ ସ୍ଥାନରେ ରୁଣ୍ଡ ହୁଅନ୍ତି ଭକ୍ତ କୃଷ୍ଣ ରୂପ ଗୋଟି ଏଡ଼େ ଶୋଭା ଚାହିଁ ଦେଲେ ଜୀବନ ହୁଏ ମୁକ୍ତ

No comments:

Post a Comment