Thursday, 12 June 2025

ମା ଯଶୋଦା ଗୋ ତୋ କାହ୍ନୁକୁ ବାନ୍ଧିକି ରଖ

ମା ଯଶୋଦା ଗୋ ତୋ କାହ୍ନୁକୁ ବାନ୍ଧିକି ରଖ ସବୁ ଗୋପୀଙ୍କ ଘରୁ କ୍ଷୀର ସର କରେ ଚୋରି ବଡ ହେଲେଟି ଅବଶ୍ୟ ହୃଦୟ ଚୋରି କରିବ ନିରନ୍ତର ଗୋପୀଏ ଭଜିବେ ମୁକୁନ୍ଦ ମୁରାରୀ

No comments:

Post a Comment