A flower with 4 petals
Monday, 2 June 2025
ମିତଣୀ ଜମାରୁ ତାଙ୍କୁ ଚାହାଁନା ତାଙ୍କୁ ଚାହାଁନା ତାକୁ ଚାହାଁନା
ମିତଣୀ ଜମାରୁ ତାଙ୍କୁ ଚାହାଁନା ତାଙ୍କୁ ଚାହାଁନା ତାକୁ ଚାହାଁନା ସତ ଲୋ ଇଏ ସେହି ଶ୍ରୀରାଧା ଚିତ୍ତ ଚିର ଯଶୋଦାର କାହ୍ନା ମିତଣୀ ଯଦି ଚକାଡ଼ୋଳାରେ ମିଳି ତୋ ଆଖି ଚାରି ହୋଇବ ସତ ଲୋ ଆଉ ଖସି ନ ପାରିବୁ କାମ ଦେବନି କିଛି ବାହାନା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment