A flower with 4 petals
Monday, 2 June 2025
ଅଖିଳ ସଂସାର ନୟନ କିଣା
ଅଖିଳ ସଂସାର ନୟନ କିଣା ନଭଶ୍ଚୁମ୍ଭି ସେବତୀ ଦୟାଣାର ଚୁଳ କମଳା ନିଳୟ ବିଶାଳ ବକ୍ଷ ଅଶେଷ ମଲ୍ଲି ତୁଳସୀ ମାଳ ଶୋଭା ଅପଲକ କୃପା ପୂର୍ଣ୍ଣିମା ଇନ୍ଦୁ ଅମାବାସ୍ୟା ରାତ୍ରି ଚକାଡୋଳା ଦ୍ବୟ ହୃଦୟ କିଣା ପୁଣ୍ଡରୀକାକ୍ଷ ପତିତପାବନ ମୁଖ ପଦ୍ମ ବ୍ରାହ୍ମଣ ଆଭା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment