Thursday, 12 June 2025

ନିଜଠାରୁ ନିଜକୁ ଯିବା ବାଟରେ

ନିଜଠାରୁ ନିଜକୁ ଯିବା ବାଟରେ ପଡେ ଗୋବିନ୍ଦ ବୈକୁଣ୍ଠ ଭୁବନ ବେଳ ନାହିଁ ପଶିବାକୁ ବସିବାକୁ ଅହଙ୍କାରର କ୍ରୀତଦାସ ଜୀବନ

No comments:

Post a Comment