Thursday, 12 June 2025

ମୁଁକାର ଇନ୍ଦ୍ରିୟ ବିକାର ମିଶି ସର୍ବେ ବଳାତ୍କାର କରନ୍ତି

ମୁଁକାର ଇନ୍ଦ୍ରିୟ ବିକାର ମିଶି ସର୍ବେ ବଳାତ୍କାର କରନ୍ତି ତ୍ରାହି ତ୍ରାହି ତ୍ରାହି ଜନନୀ ଦୁର୍ଗା ସକଳ ଦୁର୍ଗତି ନାଶିନୀ ଶ୍ରୀଗୋବିନ୍ଦଙ୍କ ଘରକୁ ଯାଉଥିଲି ବାଟରେ ଏହି ବିପତ୍ତି ତ୍ରାହି ତ୍ରାହି ତ୍ରାହି ମାଆ ଅଭୟା ନିର୍ଭୟା ମହିଷାମର୍ଦ୍ଦିନୀ

No comments:

Post a Comment