A flower with 4 petals
Sunday, 8 June 2025
କର୍ମ ଭକ୍ତି ଯୋଗ ତିନିହେଁ ମିଶି ଆକୁଳେ ବୋଇଲେ
କର୍ମ ଭକ୍ତି ଯୋଗ ତିନିହେଁ ମିଶି ଆକୁଳେ ବୋଇଲେ ଆମ ସବୁରି ଲକ୍ଷ୍ୟ କେବଳ ଲଭିବୁ କୃଷ୍ଣ ଛନ୍ଦା ପାଦ ନିଷ୍କାମ ଫଳ ନିର୍ମଳ ପ୍ରେମ ବ୍ରହ୍ମଜ୍ଞାନ ଦେବୁ ପାଉଣା ଯେଉଁ ମହାଜନ କହିବ କେଉଁଠୁ ଶୁଭୁଛି ବଂଶୀ ନାଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment