Tuesday, 10 June 2025

ଆଲୋ ସଖି କାହିଁ ଗଲେ ମୁରଲୀ ଫୁଙ୍କା

ଆଲୋ ସଖି କାହିଁ ଗଲେ ମୁରଲୀ ଫୁଙ୍କା ଇଏତ ଅଧାଗଢ଼ା କାଳିଆ ଲାଗୁଛି ଶଙ୍କା ଆଲୋ କାହିଁ ଲୁଚାଇଛନ୍ତି ଛନ୍ଦାପାଦକୁ ଥରୁଟିଏ ଲୋଟିବାକୁ ମନ ମୋ ରଙ୍କା

No comments:

Post a Comment