Tuesday, 10 June 2025

ଶ୍ରୀରାଧା ମନ ମୋହିବାକୁ ଯିଏ ମଦନ ମୋହନ ବଂଶୀ

ଶ୍ରୀରାଧା ମନ ମୋହିବାକୁ ଯିଏ ମଦନ ମୋହନ ବଂଶୀ ଧର୍ମ ରଖିବାକୁ ସେହି ଅର୍ଜୁନ ରଥରେ ସାରଥୀ ହୋଇଲା ବାଳକ ପ୍ରହଲ୍ଲାଦକୁ କୋଳ କରିବାକୁ ନୃସିଂହ ଅବତାର ସତ୍ୟ ରକ୍ଷା ଲାଗି ସାକ୍ଷୀଗୋପାଳ ଚାଲି ଚାଲି ଅଇଲା

No comments:

Post a Comment