Sunday, 1 June 2025

ଆହେ ବାସୁଦେବ ଆହେ ନାରାୟଣ ଆହେ ମୋହନ ବଂଶୀ

ଆହେ ବାସୁଦେବ ଆହେ ନାରାୟଣ ଆହେ ମୋହନ ବଂଶୀ ଏହି ମହାପତିତ ହୃଦୟରୁ କାମନା ବାସନାକୁ ଦିଅନ୍ତୁ କାଢି ହୃଦୟ ପଦ୍ମ କେଶରରେ ଛନ୍ଦା ପାଦକୁ ଥୋଇ ମୁହିଁ ପୂଜିବି ଦେହରେ ଶିକୁଳି ବିକାର ବାଇଶି ପାହାଚ ନ ପାରଇ ଚଢି

No comments:

Post a Comment