Sunday, 1 June 2025

ସଂସାର ସାଙ୍ଗରେ ସଂସାରୀ ହୋଇଲି

ସଂସାର ସାଙ୍ଗରେ ସଂସାରୀ ହୋଇଲି ଜୀବନ ବଞ୍ଚିଲି ହୋଇଣ ଇନ୍ଦ୍ରିୟ ଦାସ କାଳ ଫାସ ଧରି ଦ୍ୱାରରେ ମୋ ଶମନ ତ୍ରାହି ଅଚ୍ୟୁତ ତ୍ରାହି କୃଷ୍ଣ ଉଦ୍ଧାର ଆସ

No comments:

Post a Comment