Wednesday, 11 June 2025

ଦେବ ସ୍ନାନ ପୂର୍ଣ୍ଣିମା

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ବୋଲ ମନ ବୋଲ ମନ ହରି ହରି ହରି ହରି କାଳିୟ ଗଞ୍ଜନ ପାଦରେ କିଙ୍କିଣୀ ମଧୁର ଶବ୍ଦରେ କର୍ଣ୍ଣ ଯାଏ ପୁରି[1] କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ବୋଲ ମନ ବୋଲ ମନ ହରି ହରି ହରି ହରି ନୂଆ ନୂଆ ମେଘ ତନୁ ସ୍ମିତ ମୁଖ ଛଟାରେ ନୟନ ଯାଏ ଭରି ଭରି[2] କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ବୋଲ ମନ ବୋଲ ମନ ହରି ହରି ହରି ହରି ମୟୁର ମୁକୁଟ ପିତାମ୍ବର ବସନ ଶ୍ରୀରାଧା ପାଦ ଥୁଏ ଡରି ଡରି[3] କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ବୋଲ ମନ ବୋଲ ମନ ହରି ହରି ହରି ହରି ରାଧା ସଉତୁଣୀ ମୋହନ ବଂଶୀ ଅତି ମୃଦ୍ୟୁ ଡାକ ଜୀବ ନାମ ଧରି[4] କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ବୋଲ ମନ ବୋଲ ମନ ହରି ହରି ହରି ହରି ପାଦ ବେନି ଉଷା ଫୁଟିଲା କମଳ ରସିକ ଭ୍ରମର ନାଚେ ଚୁମି କରି[5]

No comments:

Post a Comment