Sunday, 1 June 2025

ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ

ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ବାସି ମଢ଼ା ହୋଇଣ ଶୁଣିଲେ କେଉଁ ଲାଭ ଉଦାର ଅପଲକ ପଦ୍ମନାଭଙ୍କୁ ଜିଅନ୍ତା ଭଜ ଅଶୁଣା ଅଦେଖା ଛନ୍ଦାପାଦ ସୁଲଭ ହେବ

No comments:

Post a Comment