Thursday, 12 June 2025

ଭାବର ଡୋରି ତୋତେ ଅବା

ଭାବ ଡୋରିରେ ତୋତେ ଅବା ବାନ୍ଧିଥାନ୍ତି ହେ କୃଷ୍ଣ କେଶବ ମୁଁ ବଡ ଅଭାବୀ ଲୋକ ସମ୍ପୂର୍ଣ୍ଣ ହ୍ରୁଦୟଟି ପୂରିଅଛି ଅର୍ଜିତ ପାପରେ ତୋ ପାଦ ଅଣ୍ଡାଳେ ନ ପଡେ ଜ୍ଞାନାଲୋକ

No comments:

Post a Comment