Thursday, 12 June 2025

ଯେଉଁ ମହାକାଳକୁ ମୋର ଏଡ଼େ ବଡ ଭୟ

ଯେଉଁ ମହାକାଳକୁ ମୋର ଏଡ଼େ ବଡ ଭୟ ସେ ନିର୍ଦ୍ଦୟ କଂସେଇ କେବେ ନ ଦେବ ଛାଡି ସବୁ କର୍ମ ଫଳ ଭୁଞ୍ଜିଲେ ମୁକ୍ତି ଦେଇ ପାରେ ଅନ୍ୟଥା ଅତି ନିର୍ଦ୍ଦୟ ମାରିବ କଚାଡି କଚାଡି

No comments:

Post a Comment