A flower with 4 petals
Wednesday, 11 June 2025
ଦେବ ସ୍ନାନ ପୂର୍ଣ୍ଣିମା
ଚକାଡୋଳା ଆରତୀ ବେଳେ ଆହାଃ କେଡେ ସୁନ୍ଦର ସଖି ମୁଁ ବେନି ନୟନ ଖୋଲା ରଖିବି କିବା ବୁଜିଦେବି ଜାଣିଛି ତୋ ପାଖରେ ଏହାର ଉତ୍ତମ ଉତ୍ତର ନ ଥିବ ସଖି ମୁଁ ଯଦି ଭେଟିବି ପୁରୁଷୋତ୍ତମଙ୍କୁ ପଚାରି ଦେବି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment