Wednesday, 11 June 2025

ଭକ୍ତଙ୍କ ହୃଦରେ ସଦା ତୁମେ ରହୁଛ ହେ ଗୋବିନ୍ଦ

ଭକ୍ତଙ୍କ ହୃଦରେ ସଦା ତୁମେ ରହୁଛ ହେ ଗୋବିନ୍ଦ କିମ୍ପା ମୋ ଚିତ୍ତ ସଂସାର ଜଞ୍ଜାଳରେ ଛନ୍ଦି ଦେଲ ଏହି ପତିତଠାରୁ ଦୂରେ ରହିଲେ ସୁଖରେ ଥିବକି ସବୁଠାରୁ ଉଦାର ବିଗ୍ରହ କେଡେ ନିର୍ଦ୍ଦୟ ହେଲ

No comments:

Post a Comment