Thursday, 12 June 2025

ଯାହା କଲେ ତୁମକୁ ମୁହିଁ ନିଶ୍ଚୟ ଭେଟିବି

ଯାହା କଲେ ତୁମକୁ ମୁହିଁ ନିଶ୍ଚୟ ଭେଟିବି ହେ ଚକାଡୋଳା ବତେଇ ଦିଅ ସେହି ବାଟ କେଉଁ ପଥେ ଚଳି ତୁମକୁ ଚଞ୍ଚଳ ଭେଟିବି ହେ କରୁଣା ସିନ୍ଧୁ ବଡ ଥକା ସଂସାର ହାଟ

No comments:

Post a Comment