Thursday, 12 June 2025

କରୁଣା ମହୋଦଧି ହେ ଚକାଡୋଳା

କରୁଣା ମହୋଦଧି ହେ ଚକାଡୋଳା ଏହି ଅଥଳ ସଂସାର ସାଗର ଭେଳା ଶରଣ ପଞ୍ଜର ହରି ନର ନାରାୟଣ ଏହି ପତିତ ପଦ୍ମପାଦକୁ କଲା ଅଳା

No comments:

Post a Comment