Sunday, 19 October 2025

ଅରୂପ ରୂପରେ ସେହି ହିଁ ଯଶୋଦା ବାଳ କହ୍ନାଇ

ଅରୂପ ରୂପରେ ସେହି ହିଁ ଯଶୋଦା ବାଳ କହ୍ନାଇ ଚନ୍ଦ୍ର ସୂର୍ଯ୍ୟ କୃପା କଟାକ୍ଷରେ ବ୍ରହ୍ମାଣ୍ଡ ଅଛି ମୋହି ମହାମୁଢ ଅଧମ ରାମ ଲୋଟିଲା ଛନ୍ଦା ଚରଣରେ ପହଣ୍ଡି ବିଜୟ ବେଳେ ବ୍ରହ୍ମାନନ୍ଦ ସାଉଁଟିବା ପାଇଁ

No comments:

Post a Comment