Sunday, 19 October 2025

ବାପ ଇଛା କଲେ ହଳଦୀ ବୋଳା ଚାଉଳ ମୁଠେ

ବାପ ଇଛା କଲେ ହଳଦୀ ବୋଳା ଚାଉଳ ମୁଠେ ମା ଇଚ୍ଛା କଲା ହେବାକୁ ଚିର ଋଣୀ ରାମର ଝିଅ ରାମ ଝୁରିମରେ ସଦା ବ୍ରହ୍ମଦାରୁ କମଳ ଚରଣକୁ ସତେ କି ଗରୁଡ ପାଦ ନିକଟ ଲଭିବ ଏହି ଦେହ

No comments:

Post a Comment