Monday, 20 October 2025

ଯେଉଁ ପାଦ ପାଇଁ ଦୀନ ରାମ ହୃଦରେ ଅଳି

ଯେଉଁ ପାଦ ପାଇଁ ଦୀନ ରାମ ହୃଦରେ ଅଳି ନିରନ୍ତର ମୂଢ଼ ରାମ ବୁଲୁଥାଏ ବୈଷ୍ଣବ ଗଳି ସେହି ଛନ୍ଦା ଚରଣକୁ କେମିତି ଲଭିବି ଚିନ୍ତା ହରିନାମ ସଂକୀର୍ତ୍ତନ ସ୍ଥାନରୁ ନ ପାରେ ଚଳି

No comments:

Post a Comment