Monday, 20 October 2025

ମୋ ପାଦରେ ନ ଯାଅ ନ ଯାଅ କାଳନ୍ଦୀ ହ୍ରଦ କୂଳକୁ

ମୋ ପାଦରେ ନ ଯାଅ ନ ଯାଅ କାଳନ୍ଦୀ ହ୍ରଦ କୂଳକୁ କର୍ଣ୍ଣ ଗହ୍ବର ପୂର୍ଣ୍ଣ ହୋଇବ କାଳିଦଳା ବଂଶୀ ନାଦରେ ମୋ ହୃଦୟ ପଦ୍ମରେ ନ ଚିନ୍ତ ନ ଚିନ୍ତ ନିରନ୍ତର କୃଷ୍ଣଙ୍କୁ ଶରୀର ମନ ଆତ୍ମା ଅଧୀର ହୋଇଯିବ ବ୍ରହ୍ମାନନ୍ଦରେ

No comments:

Post a Comment