Tuesday, 21 October 2025

ସକଳ ଭଵ ଭୟରୁ ଯେହୁ କରିଦେଲେ ମୁକ୍ତ

ସକଳ ଭଵ ଭୟରୁ ଯେହୁ କରିଦେଲେ ମୁକ୍ତ ସକଳ ସଞ୍ଚିତ ପ୍ରାରବ୍ଧରୁ କରିଲେ ଯେହୁ ମୁକ୍ତ ଅଶରଣ ଶରଣ ସେହି ଓଁ ସାଇରାମ ଶ୍ରୀକୃଷ୍ଣ ଅଭୟ ଛନ୍ଦା ଚରଣରେ ରାମକୁ କଲେ ଯୁକ୍ତ

No comments:

Post a Comment