Tuesday, 21 October 2025

ଏତେ କ୍ଷମା କଲ ଏତେ ଦୟା କଲେ ମହାବାହୁ

ଏତେ କ୍ଷମା କଲ ଏତେ ଦୟା କଲେ ମହାବାହୁ ଅଭୟ ଛନ୍ଦା ଚରଣେ ଜୀବନ ବିକିଲି ତୋହର କିବା ସେବା ମୁହିଁ କରିବି ତୁମ୍ଭଙ୍କୁ ହେ ସାଇରାମ ତୁମ୍ଭେ ହେ ପ୍ରାଣବନ୍ଧୁ ସଦା ହୃଦେ ଥିବ ମୋହର

No comments:

Post a Comment